1. Carry your CV and other required documents in a folder. Documents such as: mark sheets, salary slips, key certificates, experience letters (if applicable).
(ଆପଣଙ୍କର ସି. ଭି. ଏବଂ ଅନ୍ୟ କାଗଜ - ପତ୍ର ନିଜ ସହିତ ଇଣ୍ଟରଭ୍ୟୁକୁ ନେଇକି ଜାନ୍ତୁ. କାଗଜ - ପତ୍ର ଯେମିତି କି: ଆପଣଙ୍କର ମାର୍କ୍ ଶୀଟ୍, ସାର୍ଟିଫିକେଟ୍ ଏବଂ ଆପଣଙ୍କର ପୁର୍ବ କାର୍ଯ୍ୟ ସ୍ଥଳ ର ଚିଠି. )
2. Dress smartly. Before going for an interview, practice in front of a mirror.
(ଭଲ ଭାବେ ବେଶ ହୁଅନ୍ତୁ ଏବଂ ଦର୍ପଣ ସାମନା ରେ ପ୍ର୍ୟାକ୍ଟିସ୍ ନିଶ୍ଚୟ କରନ୍ତୁ. )
3. Reach the interview venue before time. It helps you to look around and relax a bit.
(ଇଣ୍ଟରଭ୍ୟୁ ର ସ୍ଥାନ ରେ ଶୀଘ୍ର ପହଞ୍ଚି ଯିବେ. ଏହା ଦ୍ବାରା ଆପଣ କାର୍ଯ୍ୟସ୍ଥଳ ଦେଖି ପାରିବେ ଏବଂ ଆପଣ ଅବିଚଳିତ ହେଇ ପାରିବେ. )
4. Read about the company and the job profile, so that you could connect your skills to the profile you are applying for.
(କମ୍ପାନୀ ଏବଂ ପଦ ବିଷୟରେ ନିଶ୍ଚିତ ଭାବେ ଭଲ କରି ପଢନ୍ତୁ, ଏହା ଆପଣଙ୍କୁ ଇଣ୍ଟରଭ୍ୟୁ ସମୟରେ ନିଜ ପ୍ରବୀଣତା ବିଷୟରେ କହିବାରେ ସାହାଯ୍ୟ କରିବ)
5. Know your CV well. You should know each and every point on the CV.
(ନିଜର ସି. ଭି. କୁ ଭଲ ଭାବେ ପଢନ୍ତୁ. ଆପଣଙ୍କୁ ଆପଣଙ୍କର ସି. ଭି. ଟା ଭଲ ଭାବେ ଜଣା ଥିବା ଆବଶ୍ୟକ. )
6. Prepare a file for all the documents and keep everything in order, so that you do not look clumsy in front of the interviewer.
(ଆପଣଙ୍କର ସବୁ କାଗଜ - ପତ୍ର ଗୋଟେ ଫାଇଲ୍ ରେ ରଖନ୍ତୁ. ସବୁ କାଗଜ - ପତ୍ର ଏକାଠି ସଜାଡିକି ରଖିବେ, ତାହାଲେ ଆପଣ ଇଣ୍ଟରଭ୍ୟୁ ନେଉ ଥିବା ବ୍ୟକ୍ତିଙ୍କ ସାମନାରେ ବେଢଙ୍ଗିୟା ଦେଖା ଯିବେ ନାହିଁ. )
7. When answering questions, make eye contact. It shows confidence.
(ପ୍ରଶ୍ନ ର ଉତ୍ତର ଦେବା ସମୟରେ ଇଣ୍ଟରଭ୍ୟୁ ନେଉ ଥିବା ବ୍ୟକ୍ତିଙ୍କ ଆଖି ଆଡକୁ ଚାହିଁକି କଥା ହେବେ. ଏହା ଆପଣଙ୍କର ଆତ୍ମବିଶ୍ବାସ ଦର୍ଶେଇବ. )
Doubts on this article